ଏ ଲଢେଇ ନ୍ୟାୟ ପାଇଁ।ଏ ଲଢେଇ ମାହାଙ୍ଗା ବାସୀଙ୍କ ହକ ପାଇଁ।ଏ ଲଢେଇ ସ୍ୱାଭିମାନ ପାଇଁ।ଏ ଲଢେଇ ଧର୍ମ ପାଇଁ।ଏ ଲଢେଇ ରେ ଅଧର୍ମ ଉପରେ ବିଜୟୀ ହେବା ପାଇଁ । ମାହାଙ୍ଗା ବାସୀ ଶପଥ ନେଇଛନ୍ତି ଆମ ପୁଅ ଅଙ୍କିତ ପ୍ରତାପ ଜେନାକୁ ଜିତେଇକି ଆଣିବା ପାଇଁ ।


error: Content is protected !!