ରାୟଗଡ଼ା ଡମ୍ବୁରୁଧର ଉଲ୍ଲାକାଙ୍କ ଦେହାନ୍ତ


ପୂର୍ବତନ ମନ୍ତ୍ରୀ ଡମ୍ବୁରୁଧର ଉଲ୍ଲାକାଙ୍କ ଦେହାନ୍ତ।୮୭ ବର୍ଷରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ।ଅସୁସ୍ଥତା କାରଣରୁ ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲେ।ବିଷମକଟକରୁ ୫ଥର ବିଧାୟକ ହୋଇଥିଲେ ଡମ୍ବୁରୁଧର।


error: Content is protected !!