ଆଜି ପଶ୍ଚିମ ଓଡ଼ିଶାରେ CM ନବୀନଙ୍କ ପ୍ରଚାର


ସମ୍ବଲପୁର ଓ ରାଉରକେଲାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ।ସମ୍ବଲପୁର ସଂସଦୀୟ କ୍ଷେତ୍ରର ୩ ସ୍ଥାନରେ ପ୍ରଚାର କରିବେ।ଦେବଗଡ଼, ଆଠମଲ୍ଲିକ ଓ ଛେଣ୍ଡିପଦାରେ ଜନସଭା।ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ।


error: Content is protected !!