ଆଜି ଓଡ଼ିଶା ଆସବେ ଡ୍ରିମଗର୍ଲ ହେମାମାଳିନୀ


ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିବେ ହେମାମାଳିନୀ।ଭୁବନେଶ୍ବର, ପିପିଲି ଓ କଟକ ଗସ୍ତ କିରବେ।ପିପିଲିରେ ରୋଡ୍ ଶୋ’ କରିବେ ହେମାମାଳିନୀ।ଭୁବନେଶ୍ବର ଓ କଟକରେ ସାଧାରଣ ସଭା କରିବେ।


error: Content is protected !!