ଭୁବନେଶ୍ବର ନୟାପଲ୍ଲୀରେ ରାଜନୈତିକ ହିଂସା


ଗତ ରାତିରେ ଗଡ଼ ସାହିରେ ବୋମା ମାଡ଼ ଅଭିଯୋଗ।BJD ଅଫିସକୁ ବୋମା ଫିଙ୍ଗି ଦୁବୃର୍ତ୍ତ ଫେରାର।କିଛି ୟକ୍ଷକ୍ଷତି ହୋଇ ନଥିବାବେଳେ ଗୋଟିଏ ବାଇକ ଭାଙ୍ଗି ଯାଇଛି।ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସର ତଦନ୍ତ।


error: Content is protected !!