ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ


କଟକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।ନରସିଂହପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବେ।ପରେ ଜନ ସମାବେଶ ଓ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ।ସନ୍ଧ୍ୟାରେ ଆଠଗଡ଼ ଓ କଟକ ସଭାକୁ ସମ୍ବୋଧନ କରିବେ।


error: Content is protected !!