୨୦ରେ ମୋଦିଙ୍କ ରୋଡ୍‌ ସୋ ସଭା


୧୯ ସଂଧ୍ୟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।୨୦ ତାରିଖ ସକାଳ ୮ଟାରେ ପୁରୀ ଯିବେ, ମହାପ୍ରଭୁଙ୍କୁ ଦର୍ଶନ କରିବେ।ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀରେ ରୋଡ୍‌ ସୋ’ କରିବେ।ପୁରୀ ରୋଡ୍‌ ସୋ’ ପରେ ସକାଳ ସାଢ଼େ ୯ଟାରେ ଅନୁଗୁଳରେ ସଭା।


error: Content is protected !!