ଘଷିପୁରାର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଦ୍ବିତୀୟ ବଡ଼ ଧନୀ


ଘଷିପୁରାର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଦ୍ବିତୀୟ ବଡ଼ ଧନୀ।ସୌମ୍ୟଙ୍କ ମୋଟ ସଂପତ୍ତି ପରିମାଣ ୧୨୨ କୋଟି ୮୬ ଲକ୍ଷ।ନୟାଗଡ଼ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ତୃତୀୟ ସର୍ବାଧିକ ଧନୀ।ପ୍ରତ୍ୟୁଷା ରାଜେଶ୍ବରୀଙ୍କ ମୋଟ ସଂପତ୍ତି ପରିମାଣ ୧୨୦ କୋଟି ୫୬ ଲକ୍ଷ।


error: Content is protected !!