ଭୋଟ୍‌ ଭିଜେଇବ ଲଘୁଚାପ


ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତି କରିପାରେ।କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ସମ୍ଭାବନା।ଅଧିକ ଘନୀଭୂତ ହୋଇ ୨୪ରେ ଅବପାତ ରୂପ ନେବା ସମ୍ଭାବନା।


error: Content is protected !!