ଓଡ଼ିଶା ପରିବର୍ତ୍ତନ ଚାହୁଁଛି-ତୋମାର


ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି କହିଲେ ବିଜୟପାଲ ସିଂ ତୋମାର।ରାଜ୍ୟରେ ଶତପ୍ରତିଶତ ପଦ୍ମ ଫୁଟିବ , ବିଜେପି ସରକାର ଗଢ଼ିବ।ଏଠି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମନ୍ତ୍ରୀ ଅପରାଧରେ ଲିପ୍ତ ରହୁଛନ୍ତି।ତାମିଲନାଡୁକୁ ବିଜୁଳି ଶସ୍ତାରେ ମିଳୁଛି , ଲୋକେ ସବୁ ଜାଣିଛନ୍ତି।ସେମାନେ ପରିବର୍ତ୍ତନ ଚାହୁଁଛନ୍ତି , ବିଜେଡି ଯିବା ନିଶ୍ଚିତ- ତୋମାର।


error: Content is protected !!