ବାତ୍ୟା ଆକଳନ କରାଯାଇନି


ଆସନ୍ତା ୨୨ ତାରିଖ ପାଖାପାଖି ଲଘୁଚାପ ସୃଷ୍ଟି ସମ୍ଭାବନା।ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା।ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା।ଲଘୁଚାପ ସୃଷ୍ଟି ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିପାରେ।୨୪ ତାରିଖ ପାଖାପାଖି ଏହା ଅବପାତର ରୂପ ନେଇପାରେ।ଏଯାବତ୍ କୌଣସି ବାତ୍ୟା ଆକଳନ କରାଯାଇନି,ଭୟଭୀତ ହୁଅନ୍ତୁନି।


error: Content is protected !!