ରେଢ଼ାଖୋଲ ସଭାରେ ରାଜନାଥ ସିଂହଙ୍କ ସମ୍ବୋଧନ।


ରେଢ଼ାଖୋଲ ସଭାରେ ରାଜନାଥ ସିଂହଙ୍କ ସମ୍ବୋଧନ।ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ , ୨୫ ବର୍ଷ ବିଜେଡି ଶାସନ କରିଛି।ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି।ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ।ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ।କିଏ ରତ୍ନଭଣ୍ଡାର ଚାବି ହଜାଇଲା ତଦନ୍ତ ହେବ।


error: Content is protected !!