ଆସାମ ମୁଖ୍ୟମନ୍ତ୍ରୀ ଆସି ଓଡ଼ିଶାକୁ ୧ ନମ୍ବର କରିବେ କହୁଛନ୍ତି


ଆସାମ ମୁଖ୍ୟମନ୍ତ୍ରୀ ଆସି ଓଡ଼ିଶାକୁ ୧ ନମ୍ବର କରିବେ କହୁଛନ୍ତି।ଓଡ଼ିଶାକୁ ୧ ନମ୍ବର କଲେ ଆସାମକୁ କ’ଣ କରିବେ?ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି ସମାନ କଥା କହୁଛନ୍ତି।ସାରା ଦେଶରେ ପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ।କେବଳ ନବୀନ ପଟ୍ଟନାୟକ ହିଁ ଓଡ଼ିଶାକୁ ୧ ନମ୍ବର କରିବେ।


error: Content is protected !!