ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ସହ ଟ୍ରାଫିକ କଟକଣା


ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ସହ ଟ୍ରାଫିକ କଟକଣା।ରୋଡ ସୋ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ କଟକଣା।ତାଳବଣିଆ ଛକରୁ ଶ୍ରୀମନ୍ଦିର, ମରିଚିକୋଟରୁ ମେଡିକାଲ ଛକ ଯାଏଁ କଟକଣା।ବିଭିନ୍ନ ସ୍ଥାନରେ ୬୩ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ଏସ୍‌ପି।


error: Content is protected !!