ଆଜି ପୁଣି ଓଡ଼ିଶା ଆସିବେ ଅମିତ ଶାହ


ଓଡ଼ିଶାରେ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଯିବେ।ପୂର୍ବାହ୍ନ ସାଢ଼େ ୧୦ଟାରେ ସମ୍ବଲପୁରରେ କାର୍ଯ୍ୟକ୍ରମ।ମା’ ସମଲେଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କରିବେ।ରେମେଡ୍ ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ।ପରେ କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ରେ ପ୍ରଚାର କରିବେ।


error: Content is protected !!