ଆସନ୍ତାକାଲି ସୃଷ୍ଟିହେବ ଲଘୁଚାପ


୨୪ରେ ଅବପାତର ରୂପ ନେବ ଲଘୁଚାପ।୨୩ ତାରିଖ ସକାଳୁ ସମୁଦ୍ର ଅଶାନ୍ତ ରହିବ।ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶ।ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୨୩ ସୁଦ୍ଧା କୂଳକୁ ଫେରିବେ।୨୪ ଓ ୨୫ରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା।୨୪ରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅତି ପ୍ରବଳ ବର୍ଷା।୨୫ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକରେ ପ୍ରବଳ ବର୍ଷା।୨୫ରେ ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ପ୍ରବଳ ବର୍ଷା ସୂଚନା।କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୨୦୦ ମିମି ବର୍ଷା ଆଶଙ୍କା।


error: Content is protected !!