ବିଜେଡିର ମିଶ୍ରଣ ପର୍ବ


ଶଙ୍ଖଭବନରେ ବିଜେଡିର ମିଶ୍ରଣ ପର୍ବ । ରେଙ୍ଗାଲିରେ ବଢିଲା ବିଜେଡି ଶକ୍ତି । ବିଜେଡିରେ ମିଶିଲେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆଙ୍କ ସହ ଅନେକ କଂଗ୍ରେସ କର୍ମୀ । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ।


error: Content is protected !!