ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍


ନିର୍ବାଚନୀ ଇସ୍ତାହାରରେ ଓଡ଼ିଆ ଭାଷାକୁ ଗୁରୁତ୍ବ।CMଙ୍କ ପ୍ରଚେଷ୍ଟାରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ହେଲା।୨୦୨୦ରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା।ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ CM ଲାଗିଛନ୍ତି।୨୦୨୩ରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ନିର୍ଦେଶ ଦେଇଥିଲେ CM।ଓଡ଼ିଶୀ ସଙ୍ଗୀତ ପାଇଁ CM ଲାଗିଥିବାବେଳେ କେନ୍ଦ୍ର ଚୁପ୍‌।୮୦ ହଜାର କଳାକାରଙ୍କୁ ସହାୟତା ରାଶି ପାଇଁ ଘୋଷଣା ହୋଇଛି।୨୦୨୭ରେ ପୁରୀରେ ବସିଥଲା ଐତିହ୍ୟ କ୍ୟାବିନେଟ୍: BJD।


error: Content is protected !!