କେନ୍ଦୁଝର ଜନସଭାରେ ଅମିତ ଶାହଙ୍କ ସମ୍ବୋଧନ


କେନ୍ଦୁଝର ଜନସଭାରେ ଅମିତ ଶାହଙ୍କ ସମ୍ବୋଧନ।ଆଦିବାସୀଙ୍କ ଉନ୍ନତି ପାଇଁ କାମ କରୁଛନ୍ତି PM ମୋଦି।ଓଡ଼ିଶାର ଆଦିବାସୀ ଝିଅକୁ ରାଷ୍ଟ୍ରପତି କରିଛନ୍ତି ମୋଦି।ବିର୍ସାମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଦିବସ କରିଛନ୍ତି।ଆଦିବାସୀଙ୍କ ପାଇଁ ୭୪୦ ଏକଲବ୍ୟ ବିଦ୍ୟାଳୟ କରିଛନ୍ତି।


error: Content is protected !!