ଆମ ସରକାର ହେଲେ ରତ୍ନଭଣ୍ଡାର ଲୁଟେରାଙ୍କୁ ସଜା ଦେବୁ


ଆମ ସରକାର ହେଲେ ରତ୍ନଭଣ୍ଡାର ଲୁଟେରାଙ୍କୁ ସଜା ଦେବୁ।ଆଜି ଓଡ଼ିଶାର ଯୁବବର୍ଗ ଗୁଜରାଟ , ହରିୟାଣା ଚାକିରି ପାଇଁ ଯାଉଛନ୍ତି।୫ ବର୍ଷ ମୋଦିଙ୍କୁ ଦିଅନ୍ତୁ , ଓଡ଼ିଶାରେ ଚାକିରି ଦେବା ବ୍ୟବସ୍ଥା କରିବୁ।ନବୀନଙ୍କୁ ରିଟାୟାର୍ଡ କର , ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବ।


error: Content is protected !!