ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆହ୍ୱାନ।


ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆହ୍ୱାନ।୫ ବର୍ଷରେ କେତେ ବିକାଶ କରିଛି , ବିତର୍କ ପାଇଁ ଡାକୁଛି- ଅପରାଜିତା।ବିତର୍କ ପାଇଁ ସ୍ଥାନ ଓ ସମୟ କୁହନ୍ତୁ , ମୁଁ ପହଞ୍ଚି ଯିବି- ଅପରାଜିତା।୨୪ ବର୍ଷର ମୁଖ୍ୟମନ୍ତ୍ରୀ ଜଣେ ପ୍ରଥମଥରର ସାଂସଦଙ୍କୁ ଅଙ୍ଗୁଠି ଉଠାଉଛନ୍ତି।


error: Content is protected !!