ପର୍ଜଙ୍ଗ ସଭାରେ ଅମିତ ଶାହଙ୍କ ଜୋରଦାର ହମଲା


ପର୍ଜଙ୍ଗ ସଭାରେ ଅମିତ ଶାହଙ୍କ ଜୋରଦାର ହମଲା।ତାମିଲ ବାବୁ ଆମକୁ ରାମ ଉତ୍ସବ ପାଳନ ପାଇଁ ରୋକିଥିଲେ।ରାମ ଉତ୍ସବ ରୋକିବାକୁ ଚେଷ୍ଟା କରିଥିବା ଲୋକକୁ ଭୋଟ ଦିଅନି।ଓଡ଼ିଆ ସଂସ୍କୃତିକୁ ଅପମାନିତ କରିଥିବା ଲୋକକୁ ବର୍ଜନ କରିବା ନିର୍ବାଚନ ଇଏ।ରାହୁଲ ବାବା ପାକିସ୍ତାନକୁ ଡରିବା କଥା ଯଦି ଡରନ୍ତୁ।ପାକ୍‌ ଅଧିକୃତ କାଶ୍ମୀର ଆମର , ଆମେ ତାକୁ ଦଖଲ କରିକି ରହିବୁ।


error: Content is protected !!