ଭୋଟ ଦେଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।


ପୁରୀ: ଭୋଟ ଦେଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପତ୍ନୀ ମହାରାଣୀ ଲୀଳାବତି ପାଟମହାଦେଈଙ୍କ ସହ ଆସି ଭୋଟ୍‌ ଦେଲେ । ଦୋଳମଣ୍ଡପସାହି ପ୍ରକଳ୍ପ ୟୁପି ସ୍କୁଲ୍‌ ୧୧୪ନଂ ବୁଥ୍‌ରେ ଭୋଟ୍‌ ଦେଲେ ।


error: Content is protected !!