ଭୋଟ୍ ଦେଲେ ଭର୍ତ୍ତୃହରି


ଆଜି ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ ଚାଲିଛି । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ କଟକ ବିଜେପି ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ।


error: Content is protected !!