ନେତୃତ୍ବ କଏଦ୍‌ ରିମୋଟ୍‌ରେ ଚାଲୁଛି ସରକାର


ପାରାଦୀପ କୁଜଙ୍ଗ ସଭାରେ ସିଧା ହମଲା କଲେ ସ୍ମୃତି ଈରାନୀ।ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ।ବିଜେଡି ରାଜ୍ୟକୁ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, କୋଲ୍‌ ମାଫିଆ ଦେଇଛି।ବିଜେଡି ନେତା, ମନ୍ତ୍ରୀଙ୍କୁ ତାମିଲ ବାବୁ ରିମୋଟ କଣ୍ଟ୍ରୋଲରେ ଚଳାଉଛନ୍ତି।


error: Content is protected !!