ବାଙ୍କୀ: ବ୍ରାହ୍ମଣୀଗାଁର ୨୧୮ ନଂ ବୁଥ୍‌ରେ EVM ଅଚଳ।ପ୍ରାୟ ଦେଢ଼ ଘଣ୍ଟା ହେଲା EVM ଅଚଳ ଯୋଗୁଁ ଭୋଟର ନିରାଶ।ବୁଥ୍‌ରେ ପହଞ୍ଚିଲେ ବିଡିଓ, ଧାଡ଼ିରେ ଅପେକ୍ଷା କରିଛନ୍ତି ଭୋଟର।


error: Content is protected !!