👉ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ବାତ୍ୟା ସତର୍କତା।
🌪️ବାତ୍ୟା ‘ରେମାଲ’କୁ ନେଇ ରାଜ୍ୟରେ ସତର୍କତା।
🌪️୪ ଜିଲ୍ଲାପାଳଙ୍କ ସହ କଥା ହେଲେ ଏସଆରସି।
🌪️ମୟୂରଭଞ୍ଜ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଭଦ୍ରକ।
🌪️ପ୍ରବଳ ବର୍ଷା ନେଇ ସତର୍କ ରହିବାକୁ SRCଙ୍କ ପରାମର୍ଶ।
🌪️ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ସହାୟତା ନେବାକୁ ପରାମର୍ଶ।
👉ଆଜି ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷିବ।
🌧️ମୟୂରଭଞ୍ଜ , ବାଲେଶ୍ବର ଓ ଭଦ୍ରକକୁ ଅତି ପ୍ରବଳ ବର୍ଷା।
🌧️ଏହି ୩ଜିଲ୍ଲାରେ ୨୦୦ମିମି. ବର୍ଷା ସମ୍ଭାବନା।
🌧️୭୦ରୁ ୧୧୦ମିମି. ବର୍ଷା ନେଇ ପାଣିପାଗ କେନ୍ଦ୍ରର ଆକଳନ।
🌧️କେନ୍ଦ୍ରାପଡ଼ା , ଜଗତସିଂହପୁରରେ ବି ବର୍ଷା ସମ୍ଭାବନା।
🌧️ବାଲେଶ୍ବର ଓ ମୟୂରଭଞ୍ଜରେ ବର୍ଷା ଆରମ୍ଭ।
🌧️କେତେକ ସ୍ଥାନରେ ଝିପିଝିପି ବର୍ଷା।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ