ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ବାତ୍ୟା ସତର୍କତା


👉ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ବାତ୍ୟା ସତର୍କତା।

🌪️ବାତ୍ୟା ‘ରେମାଲ’କୁ ନେଇ ରାଜ୍ୟରେ ସତର୍କତା।

🌪️୪ ଜିଲ୍ଲାପାଳଙ୍କ ସହ କଥା ହେଲେ ଏସଆରସି।

🌪️ମୟୂରଭଞ୍ଜ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଭଦ୍ରକ।

🌪️ପ୍ରବଳ ବର୍ଷା ନେଇ ସତର୍କ ରହିବାକୁ SRCଙ୍କ ପରାମର୍ଶ।

🌪️ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀର ସହାୟତା ନେବାକୁ ପରାମର୍ଶ।

👉ଆଜି ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷିବ।

🌧️ମୟୂରଭଞ୍ଜ , ବାଲେଶ୍ବର ଓ ଭଦ୍ରକକୁ ଅତି ପ୍ରବଳ ବର୍ଷା।

🌧️ଏହି ୩ଜିଲ୍ଲାରେ ୨୦୦ମିମି. ବର୍ଷା ସମ୍ଭାବନା।

🌧️୭୦ରୁ ୧୧୦ମିମି. ବର୍ଷା ନେଇ ପାଣିପାଗ କେନ୍ଦ୍ରର ଆକଳନ।

🌧️କେନ୍ଦ୍ରାପଡ଼ା , ଜଗତସିଂହପୁରରେ ବି ବର୍ଷା ସମ୍ଭାବନା।

🌧️ବାଲେଶ୍ବର ଓ ମୟୂରଭଞ୍ଜରେ ବର୍ଷା ଆରମ୍ଭ।

🌧️କେତେକ ସ୍ଥାନରେ ଝିପିଝିପି ବର୍ଷା।


error: Content is protected !!