ଦୁଇ ମାସ ପୂର୍ବରୁ ରାଜ୍ୟର ସବୁଠାରୁ ପାୱାରଫୁଲ ବ୍ୟକ୍ତି କୁହାଯାଉଥିବା ଭି.କେ.ପାଣ୍ଡିଆନ୍ ଘରୁ ବାହାରିଲେ ହେଲିକପ୍ଟରରେ ଯାଉଥିଲେ


ଦୁଇ ମାସ ପୂର୍ବରୁ ରାଜ୍ୟର ସବୁଠାରୁ ପାୱାରଫୁଲ ବ୍ୟକ୍ତି କୁହାଯାଉଥିବା ଭି.କେ.ପାଣ୍ଡିଆନ୍ ଘରୁ ବାହାରିଲେ ହେଲିକପ୍ଟରରେ ଯାଉଥିଲେ। ଏମିତି କି ସରକାରୀ ଚାକିରି କରିଥିବାବେଳେ ବାହାଘର ଭୋଜି ଖାଇବାକୁ ବି ହେଲିକପ୍ଟର ନେଇ ଯାଉଥିଲେ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ଏନେଇ ଯିଏ ପ୍ରଶ୍ନ ଉଠାଉଥିଲା ତାଙ୍କ ସ୍ୱରକୁ ଚାପି ଦିଆଯାଉଥିଲା । ହେଲେ, ସରକାର ବଦଳିବା ପରେ ସେ କରିଥିବା ଆଇନ ବିରୋଧୀ କାମ ତାଙ୍କ ପାଇଁ ମହଙ୍ଗା ପଡିବାକୁ ଯାଉଛି


error: Content is protected !!