ଡବଲ ମର୍ଡର: ୨ ଗିରଫ


ଭୁବନେଶ୍ବର ଡବଲ ମର୍ଡର ଘଟଣାରେ ୨ ଅଭିଯୁକ୍ତ ଗିରଫ
-ପ୍ରେସମିଟରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ସୂଚନା
-କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟରେ ଗାଡ଼ି ପାର୍କିଂରୁ ହତ୍ୟାକାଣ୍ଡ- ଡିସିପି
-‘ପ୍ରଦୀପକୁ ପୁରୀ ଓ ଗଣେଶକୁ ଚଣ୍ଡିଖୋଲରୁ ଗିରଫ କରାଯାଇଛି’
-‘ଅଭିଯୁକ୍ତ ଗଣେଶ ୨ ଦିନ ତଳେ ଗାଡ଼ି ରଖିବାକୁ ମନା କରିଥିଲା’
-‘ପାର୍କିଂ ଆଲର୍ଟ ନଥିବାରୁ ମୃତକ ରଶ୍ମୀ ଗାଡ଼ି ରଖିଥିଲେ, ସେଠୁ ବିବାଦ’
-‘ଉତ୍ତ୍ୟକ୍ତ ହୋଇ ପ୍ରଦୀପ ଛୁରିରେ ରଶ୍ମୀକୁ ଆକ୍ରମଣ କରିଥିଲେ’
-‘ଅଟକାଇବାରୁ ରଶ୍ମୀର ସାଙ୍ଗ ସମ୍ବିତଙ୍କୁ ମଧ୍ୟ ଆକ୍ରମଣ କରିଥିଲେ’
-ରଶ୍ମୀ ଓ ସମ୍ବିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା- ଡିସିପି


error: Content is protected !!