ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ.


ବର୍ଷା ହେବା ସହ ଘଡ଼ଘଡ଼ି ଓ ବିଜୁଳି ସତର୍କତା.
-୧୦ ଜିଲ୍ଲା-ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗିର
-ସୋନପୁର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟକୁ ୱାର୍ଣ୍ଣିଂ.
-ରାୟଗଡ଼ା ଓ ଗଜପତିକୁ ମଧ୍ୟ ବର୍ଷା ସହ ଘଡ଼ଘଡ଼ି ୱାର୍ଣ୍ଣିଂ .


error: Content is protected !!