Housing & urban Development Department ର ବଦଳି ଆଦେଶ


Housing & urban Development Department ର ବଦଳି ଆଦେଶ ବାହାରିବା ପରେ ବରିଷ୍ଠ ଅଧିକାରୀ ତରବରିଆ ଭାବରେ ତଳିଆ ଇଂଜିନିୟର ଏବଂ ଠିକାଦାରଙ୍କୁ ଡାକି ବ୍ୟାକେ date ରେ ଦସଖତ କରି ମୋଟା ଅଙ୍କର ପିସି ନେଉଥିବା ଅଭିଯୋଗ । 4th satar day ଛୁଟି ଦିନରେ ଏପରି କରିବା କେତେଦୂର ଠିକ । ସିସି କ୍ୟାମେରାକୁ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।


error: Content is protected !!