ପାକିସ୍ତାନରେ ବିସ୍ଫୋରଣ ୩ ମୃତ


ପାକିସ୍ତାନରେ ବିସ୍ଫୋରଣ ୩ ମୃତ
-ପାକିସ୍ତାନରେ ବିସ୍ଫୋରଣ; ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର
-ବଲୋଚିସ୍ତାନ ପିଶିନ ଜିଲ୍ଲାର ଏକ ଥାନା ନିକଟରେ ବିସ୍ଫୋରଣ
-ଗୁରୁତରଙ୍କ ମଧ୍ୟରେ ୭ ଜଣ ପୋଲିସ କର୍ମଚାରୀ ରହିଥିବା ସୂଚନା
-ବାଇକରେ ରିମୋଟ୍‌ ବୋମା ଖଞ୍ଜାଯାଇ ବିସ୍ଫୋରଣ କରାଯାଇଥିଲା


error: Content is protected !!