ASI ର ଉଚ୍ଚସ୍ତରୀୟ ଟିମ୍ ଆସିବ- ଧର୍ମେନ୍ଦ୍ର


ASI ର ଉଚ୍ଚସ୍ତରୀୟ ଟିମ୍ ଆସିବ- ଧର୍ମେନ୍ଦ୍ର
-ରତ୍ନଭଣ୍ଡାର ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
-ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ହେବ କହିଲେ ଧର୍ମେନ୍ଦ୍ର
-‘ASI ଟିମକୁ ଆସିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି’
-‘ASIର ଏକ ଉଚ୍ଚସ୍ତରୀୟ ଟିମ୍ ଆସିବ, ରତ୍ନଭଣ୍ଡାର ତଦାରଖ କରିବ’
-‘ପୁରୁଣା ତାଲିକା ସହ ଏବେର ତାଲିକାକୁ ତୁଳନା କରାଯିବ’
-ତୁଳନା ପରେ ସବୁ ଠିକ୍ ଅଛି କି ନାହିଁ ସ୍ପଷ୍ଟ ହେବ- ଧର୍ମେନ୍ଦ୍ର


error: Content is protected !!