ମଦମୃତ୍ୟୁ ପରେ ଅବକାରୀ ବିଭାଗର ଚଢ଼ାଉ ଜାରି .


ମଦମୃତ୍ୟୁ ପରେ ଅବକାରୀ ବିଭାଗର ଚଢ଼ାଉ ଜାରି .

-ଭୁବନେଶ୍ୱର ନୟାପଲ୍ଲୀ ନୀଳକଣ୍ଠନଗରରେ ଚଢ଼ାଉ -ବ୍ୟାପକ ଦେଶୀ ମଦ, ପୋଚ ଓ କଞ୍ଚାମାଲ ଜବତ
-ଘର ଭିତରେ ଚାଲିଥିଲା ଦେଶୀ ମଦ ରୋଷେଇ
-ଜବତ ମଦ, ପୋଚ, କଞ୍ଚାମାଲକୁ ନଷ୍ଟ କଲା ଅବକାରୀ ବିଭାଗ
-କିଛିଦିନ ତଳେ ସାଲିଆସାହିରେ ରେଡ୍‌ କରିଥିଲା ପୋଲିସ


error: Content is protected !!