ଓଲଟିଲା ସ୍କୁଲ୍‌ ଭ୍ୟାନ୍‌ ୧୦ ପିଲା ଆହତ


ଓଲଟିଲା ସ୍କୁଲ୍‌ ଭ୍ୟାନ୍‌ ୧୦ ପିଲା ଆହତ -ଚାନ୍ଦବାଲି: ରାସ୍ତା ତଳକୁ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌; ୧୦ ପିଲା ଆହତ
-ଦ୍ବିଗୋଚ୍ଛିଆରୁ ସ୍କୁଲ୍‌ ପିଲାଙ୍କୁ ଆଣି ଆସିବା ବେଳେ ଓଲଟି ପଡ଼ିଲା
-ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ପାଖରେ ଦୁର୍ଘଟଣା
-ଆହତ ୧୦ ପିଲା ଚାନ୍ଦବାଲି ମେଡିକାଲ୍‌ରେ ଭର୍ତ୍ତି .


error: Content is protected !!