ବିଜେପିରେ ଚମ୍ପାଇ ସୋରେନ୍


ବିଜେପିରେ ଚମ୍ପାଇ ସୋରେନ୍ -ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ବିଜେପିରେ ମିଶିଲେ
-ରାଞ୍ଚିରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପଦ୍ମ ଧରିଲେ ଚମ୍ପାଇ
-ଶିବରାଜ ସିଂ ଚୌହାନ, ହିମନ୍ତ ବିଶ୍ବଶର୍ମାଙ୍କ ଉପସ୍ଥିତିରେ ମିଶିଲେ
-୨ ଦିନ ତଳେ ଜେଏମ୍ଏମ୍ ଛାଡ଼ିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ


error: Content is protected !!