ଭିଜିଲାନ୍ସ ଜାଲରେ ASI


ଭିଜିଲାନ୍ସ ଜାଲରେ ASI

-ବାରିପଦା: ଭିଜିଲାନ୍ସ ଜାଲରେ ଟାଉନ ଥାନା ASI
-୬ ହଜାର ଲାଞ୍ଚ ନେଇ ଧରାପଡିଲେ ASI ରାମଚନ୍ଦ୍ର ସୋରେନ୍‌
-ବାରୁଣିରୋଡ୍‌ ସ୍ଥିତ ଭଡ଼ାଘରେ ଲାଞ୍ଚ ନେବା ବେଳେ ଧରାପଡ଼ିଲେ
-ମାମଲାରୁ ନାଁ କାଟିବାକୁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ


error: Content is protected !!