IAS ସୁଜାତା କାର୍ତ୍ତିକେୟନଙ୍କ ପୁନଃ ଛୁଟି ଆବେଦନ ଅଗ୍ରାହ୍ୟ ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ରାଜ୍ୟ ସରକାର, ଆସନ୍ତାକାଲି ଠାରୁ ଚାକିରୀରେ ଯୋଗ ଦେବାକୁ ସୁଜାତାଙ୍କୁ ପରାମର୍ଶ, ସୂଚନାଯୋଗ୍ୟ ମେ ୩୧ରୁ ୬ ମାସ ଛୁଟିରେ ଯାଇଥିଲେ ପୂର୍ବତନ IAS ଓ ବିଜେଡି ନେତା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ ତଥା IAS ସୁଜାତା କାର୍ତ୍ତିକେୟନ
WhatsApp us
More Stories
ଲିଙ୍ଗରାଜରେ କୋହେନୁର ପଞ୍ଜିକା ମନା
ରାସନ୍ କାର୍ଡ e-KYC ନେଇ ବଡ଼ ଅପଡେଟ୍
ନାବାଳିକା ଶିଶୁକନ୍ୟାଙ୍କୁ ୪ ଜଣ ଅସାମାଜିକ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ |