କେଉଁଜିଲ୍ଲାରେଅଛନ୍ତିକେତେଷଣ୍ଢ
ବିଧାନସଭାରେହିସାବଦେଲେ_ମନ୍ତ୍ରୀ
ବିଧାନସଭାରେ ଉଠିଲା ଷଣ୍ଢ ପ୍ରସଙ୍ଗ। ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି। ଉନ୍ନତ ମାନର ଷଣ୍ଢ ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରାଯାଉଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଜାଣନ୍ତୁ କେଉଁ ଜିଲ୍ଲାରେ ଷଣ୍ଢଙ୍କ ସଂଖ୍ୟା କେତେ
More Stories
ପୁରୀ ସମୁଦ୍ରରେ ଶକ୍ତି ପ୍ରଦର୍ଶନ କଲା ନୌସେନା |
ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ।
ସାହିତ୍ୟିକା ଶ୍ରୀମତୀ ଶକୁନ୍ତଳା ଦେବୀଙ୍କ ପରଲୋକ