ପୁରୀ ସମୁଦ୍ରରେ ଶକ୍ତି ପ୍ରଦର୍ଶନ କଲା ନୌସେନା |
ବିଶ୍ବ ଦେଖୁଛି ଭାରତୀୟ ନୌସେନାର ପରାକ୍ରମ। ପୁରୀରେ ଶକ୍ତି ଦେଖାଇଛନ୍ତି ମିଗ୍-୨୯କେ ବିମାନ। ଯୁଦ୍ଧ ଜାହାଜରୁ ଆଣ୍ଟି ସବମରିନ ରକେଟ୍ ଫାୟାର କରାଯାଇଛି। ସମୁଦ୍ରରେ ବୋମାବର୍ଷାର ଦୃଶ୍ୟ ଦେଖିବାକୁ ମିଳିଛି। ଆକାଶରେ ଏକାଠି ଉଡ଼ିଛନ୍ତି ନୌସେନାର ବିଭିନ୍ନ ଯୁଦ୍ଧ ବିମାନ।
Post Views: 45
More Stories
ଲିଙ୍ଗରାଜରେ କୋହେନୁର ପଞ୍ଜିକା ମନା
ରାସନ୍ କାର୍ଡ e-KYC ନେଇ ବଡ଼ ଅପଡେଟ୍
ନାବାଳିକା ଶିଶୁକନ୍ୟାଙ୍କୁ ୪ ଜଣ ଅସାମାଜିକ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ |