ଗୋଲାମୁଣ୍ଡା ଠାରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର


ଗୋଲାମୁଣ୍ଡା ଠାରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ ବିଧାୟକ ମାନ୍ୟବର କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ ଯୋଗଦାନ କରି ୧୧୬ ଜଣଙ୍କୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ଓ ପଞିକରଣ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା, ବ୍ଲକ ର ନକଟିକାନି ଗ୍ରା:ପ ର ଚାଷୀ ସମ୍ପୁର୍ଣ୍ଣ ମରୁଡି ଦାବିରେ ତହସିଲ ଅଫିସ ଘେରାଉ କରି ଥିବାରୁ ଘେରାଉ ସ୍ଥାନକୁ ଯାଇ ଦାବିପତ୍ର ଗ୍ରହଣ କରି ତହସିଲଦାର ଓ ଜିଲ୍ଲାପାଳ ମହୋଦୟାଙ୍କ ସହିତ ଆଲୋଚନା କରି ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ କହିଥିଲେ।।


error: Content is protected !!