୩ୟ ଟର୍ମରେ ୨୦ ହଜାର କୋଟି: ଅଶ୍ବିନୀ
-କଟକ ରେଲୱେ ଷ୍ଟେସନକୁ ଦ୍ବିତୀୟ ପ୍ରବେଶ ପଥର ଉଦ୍ଘାଟନ
-ଉଦ୍ଘାଟନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
-ସହର ପଟୁ ମୁଖ୍ୟ ଷ୍ଟେସନ ୩୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି କହିଲେ
-‘ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୭୩ ହଜାର କୋଟିର ପ୍ରକଳ୍ପ ମଞ୍ଜୁର କରିଛନ୍ତି’
-‘ତୃତୀୟ ଟର୍ମରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି’
-‘୮ଟି ନୂଆ ପ୍ରକଳ୍ପ ସହ ରାୟଗଡ଼ାରେ ନୂଆ ଡିଭିଜନ ମଞ୍ଜୁର ହୋଇଛି’
-‘ରାଜ୍ୟରେ ୫୯ଟି ଷ୍ଟେସନ୍ର ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଛି’
-‘ଗତ ୧୦ ବର୍ଷରେ ରାଜ୍ୟରେ ୧୮ ଶହ କିମି ନୂଆ ରେଳପଥ ହୋଇଛି’
-ଯାହା ସମଗ୍ର ଶ୍ରୀଲଙ୍କାରେ ଥିବା ରେଳପଥ ଠାରୁ ଅଧିକ- ଅଶ୍ବିନୀ
More Stories
ghhhjh
ସମ୍ବିଧାନର 8ମ ଅନୁଚ୍ଛେଦରେ କୋଶଳୀ ଭାଷାକୁ ସାମିଲ ପାଇଁ ଚିଠି…
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ