IMF (International Monetary Fund)ର ମ୍ୟାନେଜିଂଗ୍ ଡ଼ାଇରେକ୍ଟର୍ କ୍ରିଷ୍ଟାଲିନା ଜର୍ଜିବା G20Delhi Summitରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଂଚିବା ସମୟର ଦୃଶ୍ୟ


IMF (International Monetary Fund) ର ମ୍ୟାନେଜିଂଗ୍ ଡ଼ାଇରେକ୍ଟର୍ କ୍ରିଷ୍ଟାଲିନା ଜର୍ଜିବା G20Delhi Summit ରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଂଚିବା ସମୟର ଦୃଶ୍ୟ।ତାଙ୍କୁ ସ୍ବାଗତ୍ କରାଯାଉଛି ଆମ ସମ୍ବଲପୁରୀ ଲୋକଗୀତ ଡ଼ାଲଖାଇ ର ତାଳେ ତାଳେ। ଆଉ ସିଏ ମଧ୍ୟ ନାଚି ଉଠୁଛନ୍ତି ଡ଼ାଲଖାଇ ଗୀତର ମଧୁର ଧୁନରେ।


error: Content is protected !!