ଗୁପଚୁପ୍ ଖାଇଲେ ନବୀନ ପଟ୍ଟନାୟକ; କହିଲେ ‘ୱାନ୍ ମୋର ପ୍ଲିଜ୍’
ସମସ୍ତଙ୍କ ପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ଫୁଡ୍ ଟେଷ୍ଟ କରିବାର ଭିଡିଓ ଏବେ ଭାଇରାଲ ହେଉଛି । ଏକ ଭୋଜିରେ ଯୋଗ ଦେବା ଅବସରରେ ଗୁପ୍ଚୁପ୍ ଷ୍ଟଲକୁ ଯାଇଥିଲେ । ମାଗି ଖାଇଥିଲେ, ଭଲ ଲାଗିବାରୁ କହିଲେ ‘ୱାନ୍ ମୋର ପ୍ଲିଜ୍’ ।
Post Views: 107
More Stories
ସମ୍ବିଧାନର 8ମ ଅନୁଚ୍ଛେଦରେ କୋଶଳୀ ଭାଷାକୁ ସାମିଲ ପାଇଁ ଚିଠି…
ବାରବାଟୀରେ ODI ମ୍ୟାଚରେ ବିଭ୍ରାଟ ଘଟଣା…
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ