ରାଗାନୁଗା ବୈଷ୍ଣବ ସନ୍ଥ ଗୁରୁ ଶ୍ରୀ ରୂପ ଗୋସ୍ୱାମୀ ଙ୍କ ଦ୍ୱାରା ଆଦେଶ ପ୍ରାପ୍ତ ହୋଇ ଶ୍ରୀ ଜୀବ ଗୋସ୍ୱାମୀ ଖ୍ରୀ୧୫୪୨ରେ ନିତ୍ୟଧାମ ବୃନ୍ଦାବନରେ ଏହି ରାଧା ଦାମୋଦର ବିଗ୍ରହ ପ୍ରତିଷ୍ଠା କରି ପୂଜା ଆରମ୍ଭ କରିଥିଲେ


ରାଗାନୁଗା ବୈଷ୍ଣବ ସନ୍ଥ ଗୁରୁ ଶ୍ରୀ ରୂପ ଗୋସ୍ୱାମୀ ଙ୍କ ଦ୍ୱାରା ଆଦେଶ ପ୍ରାପ୍ତ ହୋଇ ଶ୍ରୀ ଜୀବ ଗୋସ୍ୱାମୀ ଖ୍ରୀ୧୫୪୨ରେ ନିତ୍ୟଧାମ ବୃନ୍ଦାବନରେ ଏହି ରାଧା ଦାମୋଦର ବିଗ୍ରହ ପ୍ରତିଷ୍ଠା କରି ପୂଜା ଆରମ୍ଭ କରିଥିଲେ lପ୍ରେମଭକ୍ତିର ଯେଉଁ ପାବନ ମନ୍ଦାକିନୀ ଧlରା ପ୍ରଭୁ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରବର୍ତ୍ତନ କରି ଯାଇଥିଲେ ଏହା ତାହାର ଜୀବନ୍ତ ସ୍ମୃତି ହୋଇ ରହିଛି lସମସ୍ତ ବୈଷ୍ଣବ ଧର୍ମ ଓ ପର୍ବପର୍ବାଣୀ ଏଠାରେ ମହା ସମାରୋହରେ ପାଳିତ ହୁଏ l ଜନ୍ମାଷ୍ଟମୀ, ରାଧାଷ୍ଟମୀ, କାର୍ତ୍ତିକ ବ୍ରତ, ରାଇ ଦାମୋଦର ବ୍ରତ, ଚୈତନ୍ୟ ଓ ନିତ୍ୟାନନ୍ଦ ଜୟନ୍ତୀ, ଦୋଳ, ହୋଲି, ରାସ ପୁର୍ଣିମା ପ୍ରଭୃତି ଯଥାରୀତି ପାଳନ କରାଯାଏ l


error: Content is protected !!