ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ


• ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ।

• ଲଗାତାର ଷଷ୍ଠ ବର୍ଷ ପାଇଁ ହେବନି ନିର୍ବାଚନ।

• ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ସରକାରଙ୍କ ନିଷ୍ପତ୍ତି।

•ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ନିର୍ବାଚନ ଉଲ୍ଲେଖ ନାହିଁ।


error: Content is protected !!