ଖୋଲିଲା ହୀରାକୁଦର ଆଉ ୪ଟି ଗେଟ


• ଖୋଲିଲା ହୀରାକୁଦର ଆଉ ୪ଟି ଗେଟ।

• ମୋଟ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି।

• ଆଜି ସକାଳେ ଖୋଲିଥିଲା ୮ଟି ଗେଟ।

• ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ନିଷ୍ପତ୍ତି।

• ବନ୍ୟା ଆଶଙ୍କା ନଥିବା ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା।


error: Content is protected !!