ବିଜେଡିରୁ ୨ ବିଧାୟକ ବିଦା


• ସୌମ୍ୟ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା ବିଦା।

• ଦଳରୁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ।

• ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ।

• ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବହିଷ୍କୃତ।

• ଦୁର୍ନିତୀ ଅଭିଯୋଗରେ ୨ ବିଧାୟକଙ୍କୁ ବହିଷ୍କାର।


error: Content is protected !!