ବିଧାନସଭା ଜଗିବେ ୩୦ ପ୍ଲାଟୁନ ଫୋର୍ସ


• ବିଧାନସଭା ମୌସୁମୀ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା।

•ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ।

• ୬ ଅତିରିକ୍ତ ଡିସିପି, ୧୯ ଏସିପି ସହ ସିସିଟିଭି ନଜରରେ ବିଧାନସଭା।

•ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ ଡିଜିପି ସୁନୀଲ ବଂଶଲ।


error: Content is protected !!