ସିସୋର ଚିଟ୍‌ଫଣ୍ଡ


୯ ବର୍ଷ ପରେ ଚାର୍ଜ ଫ୍ରେମ୍।ବହୁ ଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲା।ମାମଲାର ୯ ବର୍ଷ ପରେ ହେଲା ଚାର୍ଜ ଫ୍ରେମ୍‌।କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜ ଫ୍ରେମ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ହେଲା ଚାର୍ଜ ଫ୍ରେମ୍।ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହେଲା ଚାର୍ଜ ଫ୍ରେମ୍ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଚାର୍ଜ ଫ୍ରେମ୍।ଦଫା ୪୨୦, ୧୨୦ ବି’, ୪୦୯, ୪୬୭, ୪୬୮ ଏବଂ ୪୭୧ରେ ଚାର୍ଜ ଫ୍ରେମ୍।


error: Content is protected !!